ତାଙ୍କର ﷺ ପିତୃବ୍ୟ ଓ ପିତୃବ୍ୟାଗଣ
ତାଙ୍କର ﷺ ପିତୃବ୍ୟଗଣ
- ଅଲ-ହାରିସ୍
- କୁସମ୍
- ହମଜା ରଦିୟାଲ୍ଲାହୁ ଅନହୁ (ଆଲ୍ଲାହଙ୍କ ସିଂହ ଏବଂ ତାଙ୍କ ରସୁଲଙ୍କ ସିଂହ)
- ଅଲ-ଅବ୍ବାସ୍ ରଦିୟାଲ୍ଲାହୁ ଅନହୁ
- ଆବୁ ତାଲିବ୍
- ଅବ୍ଦୁଲ କା'ବା
- ଆବୁ ଲାହାବ୍
- ହଜଲ୍
- ଦିରାର୍
- ଅଲ-ମୁକୱ୍ୱିମ୍
- ଅଲ-ଗୈଦାକ୍
ତାଙ୍କର ﷺ ପିତୃବ୍ୟାଗଣ
- ସଫିୟା ରଦିୟାଲ୍ଲାହୁ ଅନହା
- ଆତିକା
- ଆରୱା
- ଉମାଇମା
- ବର୍ରା
- ଉମ୍ମୁ ହାକିମ୍ ଅଲ-ବୈଦା